ଭ୍ରାଷ୍ଟ୍ର Bhrāshṭra

  • ସଂ. ବି — (ଭ୍ରାଜ ଧାତୁ+କର୍ତ୍ତୃ. ତ୍ର; ନିପାତନ)—ଆକାଶ (ହି. ଶ) — The sky
  • ସଂ. ବି — (ଭୃଜ୍ ଧାତୁ+ କରଣ ବା ଅଧିକରଣ ତ୍ର, ନିପାତନ) ଭଜାଭଜି ହାଣ୍ଡି; ଯେଉଁ ହାଣ୍ଡିରେ ଚାଉଳ ଭାଜି ମୁଢ଼ି, ଚୁଡ଼ା ଭାଜି ହୁଡ଼ୁମ୍ବ ଆଦି କରାଯାଏ (ହି. ଶ) — A pot for frying rice and other corn