ଭ୍ରାମରୀ Brāmarī
- ସଂ. ବି. ସ୍ତ୍ରୀ (ଭ୍ରାମର+ସ୍ତ୍ରୀ. ଈ) — ଭ୍ରାମରର ସ୍ତ୍ରୀଲିଙ୍ଗ — The feminine of Bhrāmara
- ସଂ. ବି. ସ୍ତ୍ରୀ (ଭ୍ରାମର+ସ୍ତ୍ରୀ. ଈ) — ଦୁର୍ଗା — Goddess Durgā
- ସଂ. ବି. ସ୍ତ୍ରୀ (ଭ୍ରାମର+ସ୍ତ୍ରୀ. ଈ) — [ଦ୍ର—ଚଣ୍ଡୀପୁରାଣରେ 11 ଶ ଅଧାୟ 53 । 54 ଶ୍ଲୋକରେ ଦେବୀ ସ୍ତବକାରୀ ଦେବତାମାନଙ୍କୁ କହିଅଛନ୍ତି, 'ଯେଉଁ ସମୟରେ ଅରୁଣ ନାମକ ରାକ୍ଷସ ତ୍ରୈଲୋକ୍ୟରେ ମହାବାଧା କରିବ, ସେ ସମୟରେ ମୁଁ ବହୁ ଷଟ୍ପଦ ଭ୍ରମରରୂପ ଧାରଣ କରି ତ୍ରୈଲୋକ୍ୟର ହିତ ନିମନ୍ତେ ଉକ୍ତ ମହାସୁରକୁ ବଧ କରିବି ଓ ଲୋକେ ସର୍ବତଃ ମୋତେ ସେ ସମୟରେ 'ଭ୍ରାମରୀ' ନାମରେ ସ୍ତବ କରିବେ।] — [ଦ୍ର—ଚଣ୍ଡୀପୁରାଣରେ11ଶ ଅଧାୟ5354ଶ୍ଲୋକରେ ଦେବୀ ସ୍ତବକାରୀ ଦେବତାମାନଙ୍କୁ କହିଅଛନ୍ତି, 'ଯେଉଁ ସମୟରେ ଅରୁଣ ନାମକ ରାକ୍ଷସ ତ୍ରୈଲୋକ୍ୟରେ ମହାବାଧା କରିବ, ସେ ସମୟରେ ମୁଁ ବହୁ ଷଟ୍ପଦ ଭ୍ରମରରୂପ ଧାରଣ କରି ତ୍ରୈଲୋକ୍ୟର ହିତ ନିମନ୍ତେ ଉକ୍ତ ମହାସୁରକୁ ବଧ କରିବି ଓ ଲୋକେ ସର୍ବତଃ ମୋତେ ସେ ସମୟରେ 'ଭ୍ରାମରୀ' ନାମରେ ସ୍ତବ କରିବେ]
- ସଂ. ବି. ସ୍ତ୍ରୀ (ଭ୍ରାମର+ସ୍ତ୍ରୀ. ଈ) — 3। ପୁତ୍ରଦାତ୍ରୀ ଲତା (ହି.ଶ) — A kind of herbal creeper
- ସଂ. ବି. ସ୍ତ୍ରୀ (ଭ୍ରାମର+ସ୍ତ୍ରୀ. ଈ) — (ପୁଂ; ଭ୍ରମର+ଇନ୍; 1 ମା. 1 ବ) ଅପସ୍ମାର ରୋଗାକ୍ରାନ୍ତ ବ୍ଯକ୍ତି (ହି. ଶ) — (ପୁଂ; ଭ୍ରମର+ଇନ୍;1ମା.1ବ) ଅପସ୍ମାର ରୋଗାକ୍ରାନ୍ତ ବ୍ଯକ୍ତି (ହି. ଶ)—. A person subject to epileptic fits
- ସଂ. ବିଣ — (ପୁଂ) ଭ୍ରମର+ଇନ୍) ଅପସ୍ମାର ରୋଗାକ୍ରାନ୍ତ — Epileptic
- ସଂ. ବିଣ — (ସ୍ତ୍ରୀ) ଭ୍ରାମରର ସ୍ତ୍ରୀଲିଙ୍ଗ — Feminine of Bhrāmara