ଭ୍ରାନ୍ତି ନିବାରଣ Bhrānti nibāraṇa

  • ସଂ. ବି — ମନରୁ ଭ୍ରାନ୍ତି ବା ଭ୍ରମ ଦୂର ହେବା — Removal of a mistake from one's mind
  • ସଂ. ବି — ଅନ୍ଯ ବ୍ଯକ୍ତିର ମନରୁ ଭ୍ରାନ୍ତି ଭାବ ଦୂର କରିବା — Removing a mistake from another's mind