ଭୋଜପତ୍ର Bhoja patra
- ଦେ. ବି—(ସଂ. ଭୁର୍ଜ ପତ୍ର) — ଭୁର୍ଜ ଗଛ — The Birch tree; Betula Bhojapatra
- ଦେ. ବି—(ସଂ. ଭୁର୍ଜ ପତ୍ର) — ଭୁର୍ଜ ଗଛର ପତଳା ବକଳ — The bark of the Birch tree
- ଦେ. ବି—(ସଂ. ଭୁର୍ଜ ପତ୍ର) — [ଦ୍ର—ଏହା ହିମାଳୟରେ 14000 ଫୁଟ ଉଚ୍ଚତା — [ଦ୍ର—ଏହା ହିମାଳୟରେ14000ଫୁଟ ଉଚ୍ଚତା
- ଦେ. ବି—(ସଂ. ଭୁର୍ଜ ପତ୍ର) — ପର୍ଯ୍ୟନ୍ତ ସ୍ଥାନରେ ଜନ୍ମେ। ଏହାର କାଠ ଖୁବ୍ ଚେମଡ଼ ଓ ବହୁକାଳ ସ୍ଥାୟୀ ଓ ଘର ତିଆରି କାମରେ ଲାଗେ। ଏହାର ପତ୍ର ଗୋରୁ ଖାଆନ୍ତି । ଏହାର ଛାଲ ନାଲି ଓ ଫକ୍କା ଧଳା ହୁଏ ଓ ଏଥିର ଛାଲ କାଗଜ ପରି ପରସ୍ତ ପରସ୍ତ ହୋଇ ଛାଡ଼େ। ଛାଲ ଉପରେ ନାଲି ଡୋରାମାନ ପଡ଼ି ଥାଏ। ଏହାର ପତ୍ରର କ୍ୱାଥ ବାତନାଶକ। ବୈଦ୍ୟକ ମତରେ ଏହା ବଳକାରକ, କଫ ନାଶକ, କଷାୟ ରସ ଓ ଭୂତଗ୍ରହ, କର୍ଣ୍ଣ ରୋଗ, ରକ୍ତ ପିତ୍ତ, ରାକ୍ଷସ, ମୋଦୋଦୋଷ ଓ ବିଷନାଶକ। ହି. ଶ।]