ଭୋଜନାଚ୍ଛାଦନ Bhojanāchchhādana

  • ସଂ. ବି—(ଦ୍ୱନ୍ଦ୍ୱ; ଭୋଜନ+ଆଚ୍ଛାଦନ) — ଖୋରାକ ପୋଷାକ; ଖାଦ୍ୟ ଓ ବସ୍ତ୍ର — Fooding and raiment