ଭୋଜି Bhoji

  • ଦେ. ବି (ସଂ. ଭୋଜନ) — ବହୁ ଲୋକଙ୍କୁ ଦିଆଯିବା ଭୋଜନ — A feast; a dinner partaken of by many people
  • ଦେ. ବି (ସଂ. ଭୋଜନ) — [ଉ—ଭୈରବ ଭୈରବୀ ଭୋଜି ଭୂମି ପ୍ରାୟ ଦିଶିଲା ସଂଗ୍ରାମ—ସ୍ଥଳୀ । ରାଧାନାଥ. ପାର୍ବତୀ।]