ଭୋଜା Bhojā

  • ଦେ. ବି (ସଂ. ଭୋଜ୍ୟ) — ଭୋଜ୍ୟଦ୍ରବ୍ୟ; ଖାଦ୍ୟ — Victuals; food
  • ପ୍ରାଦେ. (ଗଡ଼ଜାତ) ବି — ଭୁଜା, ମୁଢ଼ି, ହୁଡ଼ୁମ୍ବଆଦି ଜଳଖିଆ — Tiffin consisting of fried rice
  • ପ୍ରାଦେ. (ଗଡ଼ଜାତ) ବି — (ଉ—ଛାଡ଼ି ଦେଇଥାଏ ସୁସ୍ୱରେ ସଙ୍ଗୀତ, ଅଣ୍ଟି ଭୋଜା ଖାଇ ହୋଇ ଆନନ୍ଦିତ। କେଶବ. ବୈତରଣୀ।]