ଭୋଜନାର୍ଥୀ Bhojanārthī

  • ସଂ. ବିଣ. ପୁଂ — ଭୋଜନ କରିବା ଉଦ୍ଦେଶ୍ୟରେ ଉପସ୍ଥିତ; ଭୋଜନାକାଙ୍କ୍ଷୀ — Desirous for getting a meal
  • ସଂ. ବିଣ. ପୁଂ — ଭୋଜନ ପ୍ରାର୍ଥୀ — Soliciting food