ଭୋଗେଇବା Bhogeibā

  • ଦେ. କ୍ରି. (ଭୋଗିବା କ୍ରିୟାର ଣିଜନ୍ତରୂପ; The causative form of Bhogibā) କଷ୍ଟ ଭୋଗ କରାଇବା — To cause another to suffer
  • ଦେ. କ୍ରି. (ଭୋଗିବା କ୍ରିୟାର ଣିଜନ୍ତରୂପ; The causative form of Bhogibā) କଷ୍ଟ ଦେବା; ଦୁଃଖ ଦେବା — To given trouble