ଭୋଗ୍ୟ Bhogya
- ସଂ. ବିଣ (ଭୁଜ୍ ଧାତୁ+କର୍ମ ଯ) — ଭୋଜ୍ୟ — Eatable
- ସଂ. ବିଣ (ଭୁଜ୍ ଧାତୁ+କର୍ମ ଯ) — ଉପଭୋଗ କରାଯିବାର ଯୋଗ୍ୟ (ବସ୍ତୁ) — Enjoyable
- ବି — ଧନରତ୍ନାଦି — Riches
- ବି — ଉପଭୋଗ — Enjoyment
- ବି — (ଉ—ବିଭୀଷଣ କରିବ ନିଶ୍ଚୟ ଲଙ୍କା ଭୋଗ୍ୟ । ବିଶ୍ୱନାଥ. ବିଚିତ୍ର ରାମାୟଣ ।)
- ବି — ଶସ୍ୟ — Corn; grain (Apte)
- ବି — ଉପଭୋଗ୍ୟ ବସ୍ତୁ — An object of enjoyment. [Apte]