ଭୋଗ୍ୟ ବସ୍ତୁ Bhogya bastu
- ସଂ. ବି (ଭୋଗ୍ୟ= ଭୋଗ କରିବାର ଯୋଗ୍ୟ +ବସ୍ତୁ =ପଦାର୍ଥ) — ମନୁଷ୍ୟର ଯାହା ଭୋଗଯୋଗ୍ୟ — Things enjoyed by persons; enjoyable things
- ସଂ. ବି (ଭୋଗ୍ୟ= ଭୋଗ କରିବାର ଯୋଗ୍ୟ +ବସ୍ତୁ =ପଦାର୍ଥ) — [ଦ୍ର—ଏହି ଭୋଗ୍ୟ ବସ୍ତୁ ଦଶ ବିଧ; ଯଥା ଭୂମି ଗୌ ଦାସଦାସୀଚ, ବସନଂ ଭୁଷଣାଶନେ, ତୁରଗୋ ମହିଷୋ ବାମା, ଭୋଗ୍ୟବସ୍ତୁ ଦ୍ୱିପଞ୍ଚକଂ । ଭୂମି, ଗୋରୁ, ଦାସ, ଦାସୀ, ବସନ, ଭୂଷଣ, ଭୋଜନ, ଅଶ୍ୱ, ମହିଷ ଓ ସ୍ତ୍ରୀ ।]