ଭୋଗିବା Bhogibā

  • ଦେ. କ୍ରି. (ଭୁଜ୍ ଧାତୁ) — ସୁଖ ଦୁଃଖ ଭୋଗ କରିବା — To enjoy pleasure or undergo suffering
  • ଦେ. କ୍ରି. (ଭୁଜ୍ ଧାତୁ) — [ଉ—ପୂର୍ବଜନ୍ମେ କରିଥିଲି ମୁହିଁ ମହାପାପ, ଭୋଗୁଅଛି ତାହା ଫଳେ ଏ ଘୋର ସନ୍ତାପ —ନନ୍ଦକିଶୋର. ସୀତା ବନବାସ।]
  • ଦେ. କ୍ରି. (ଭୁଜ୍ ଧାତୁ) — ଅନୁଭବରେ ଆଣିବା; ଅଙ୍ଗେ ନିଭାଇବା — To experience;
  • ଦେ. କ୍ରି. (ଭୁଜ୍ ଧାତୁ) — [ଉ—ଭୋଗି ନାହିଁ କେବେ ଅଭାବର ତାପ—ରାଧାନାଥ. ଦରବାର।]
  • ଦେ. କ୍ରି. (ଭୁଜ୍ ଧାତୁ) — ଦୁଃଖ ଭୋଗ କରିବା — To suffer or undergo hardships