ଭୋଗିନୀ BhoginĪ

  • ସ. ବି. ସ୍ତ୍ରୀ — ମହିଷୀ ବ୍ୟତୀତ ରାଜାଙ୍କର ଅନ୍ଯ ସ୍ତ୍ରୀ; ପୋଇଲୀ — Concubine of a Rājā
  • ସଂ. ବିଣ. ସ୍ତ୍ରୀ — ଭୋଗୀର ସ୍ତ୍ରୀଲିଙ୍ଗ — Feminine of Bhogī