ଭୃକୁଂସ Bhṛukuṁsa

  • ସଂ. ବି. ପୁଂ [ଭୃ+କୁନ୍ ଶ୍(ସ୍) ଧାତୁ=ଦୀପ୍ତି ପାଇବା+ ସଂଜ୍ଞାର୍ଥେ ଅ] — ସ୍ତ୍ରୀବେଶଧାରୀ ନର୍ତ୍ତକ (ସୁବଳଚନ୍ଦ୍ର) — A male-dancer in female attire