ଭୃକୁଟୀ Bhṛukuṭī

  • ସଂ. ବି (ଭ୍ରୂ+କୁଟ୍ ଧାତୁ=କୁଟିଳ ହେବା+ଇ;ଈ ନିପାତନ) — ଭ୍ରୂଭଙ୍ଗୀ — A frown; contraction of the eye brow
  • ଦେ. ବି (ସଂ. ଭୃଙ୍ଗୀ) — ଭୃଙ୍ଗୀ; ଶିବାନୁଚର — Name of an attendant of Ṡiba