ଭୃକୁଟି କୁଟିଳାନନ Bhṛukuṭi kuṭiḻānana

  • ସଂ. ବି (ଭୃକୁଟୀଦ୍ୱାରା କୁଟିଳ ଆନନ; 3 ୟା ତତ୍ ଓ କର୍ମଧା) — ଭୃଭଙ୍ଗୀଦ୍ୱାରା ବକ୍ର ହୋଇଥିବା ମୁଖ — A face made wry with frowning; scowling face
  • ସଂ. ବିଣ. ପୁଂ ( 3 ୟା ତତ୍ ଓ ବହୁବ୍ରୀହି) — ଭୃକୁଟିଦ୍ୱାରା ଯାହା ମୁହ ବଙ୍କା ହୋଇଛି — With the face made wry with frowning scowling