ଭୃଗୁକଚ୍ଛ Bhṛugukachchha
- ସଂ. ବି — ହିନ୍ଦୁମାନଙ୍କର ଏକ ପ୍ରସିଦ୍ଧ ପ୍ରାଚୀନ ତୀର୍ଥ, ଆଧୁନିକ ଭରୋଚ ବା ବ୍ରୋଚ — The Sanscrit name of Broach on the mouth of the Narbuda river in Bombay Presidency
- ସଂ. ବି — [ଦ୍ର—ଏହା ବୋମ୍ବେ ପ୍ରଦେଶଭୁକ୍ତ, ନର୍ମଦା ନଦୀ କାମ୍ବେ ଉପସାଗରରେ ପଡ଼ିଥିବା ମୁହାଣ ନିକଟରେ ଏ ନଗର ଅବସ୍ଥିତ।]