ଭୃଗୁ ରେଖା Bhṛugu rekhā

  • ସଂ. ବି (ମ. ପ. ଲୋ) — ବିଷ୍ଣୁଙ୍କ ବକ୍ଷୋଦେଶରେ ଭୃଗୁ— ମୁନିଙ୍କ ପଦାଘାତର ଚିହ୍ନ (ହି. ଶବ୍ଦସାଗର) — The mark left on the breast of Bishṇu by the kick of sage Bhṛugu