ଭୁବନ୍ୟୁ Bhubanyu

  • ସଂ. ବି (ଭୁ. ଧାତୁ+କର୍ତ୍ତୃ. ଅନ୍ଯୁ) — ପ୍ରଭୁ — Master; lord
  • ସଂ. ବି (ଭୁ. ଧାତୁ+କର୍ତ୍ତୃ. ଅନ୍ଯୁ) — ସୂର୍ଯ୍ୟ — The sun