ଭୁବନେଶ୍ୱର Bhubaneṡwara

  • ସଂ. ବି. ( 6 ଷ୍ଠୀ ତତ୍; ଭୁବନ+ଈଶ୍ୱର) — ଜଗଦୀଶ୍ୱର — God
  • ସଂ. ବି. ( 6 ଷ୍ଠୀ ତତ୍; ଭୁବନ+ଈଶ୍ୱର) — ଶିବ; ମହାଦେବ — Ṡiba
  • ସଂ. ବି. ( 6 ଷ୍ଠୀ ତତ୍; ଭୁବନ+ଈଶ୍ୱର) — ପୁରୀ ଜିଲ୍ଲାର ତୀର୍ଥବିଶେଷ — Name of a place of Hindu pilgrimage in the district of Puri in Orissa
  • ସଂ. ବି. ( 6 ଷ୍ଠୀ ତତ୍; ଭୁବନ+ଈଶ୍ୱର) — ଭୁବନେଶ୍ୱରସ୍ଥ ଶିବ ଲିଙ୍ଗ; ଲିଙ୍ଗରାଜ — Name of the image of Ṡiba at Bhubaneṡwara
  • ସଂ. ବି. ( 6 ଷ୍ଠୀ ତତ୍; ଭୁବନ+ଈଶ୍ୱର) — [ଦ୍ର— ଲିଙ୍ଗରାଜ ମନ୍ଦିରର ପତ୍ତନ ରାଜା ଯଯାତି କେଶରୀ ପକାଇଥିଲେ। ପରେ ଲଲାଟେନ୍ଦୁ କେଶରୀ ଏହି ମନ୍ଦିର— କାର୍ଯ୍ୟ ସମାପ୍ତି ଓ ଏହାର ପ୍ରତିଷ୍ଠା କଲେ। ଭୁବନେଶ୍ୱର ଓ ତନ୍ନିକଟବର୍ତ୍ତୀ ସ୍ଥାନମାନଙ୍କରେ ଅନେକ ଉତ୍କୃଷ୍ଟ ଶିଳ୍ପକଳା ଓ କାରୁକାର୍ଯ୍ୟବିଶିଷ୍ଟ ମନ୍ଦିରମାନ ଅଛି।]
  • ଦେ. ବି — ଲୋକଙ୍କ ନାମ — Name given to males