ଭୁବନାନନ୍ଦ Bhubanānanda

  • ସଂ. ବି. ( 6 ଷ୍ଠୀ ତତ୍; ଭୁବନ+ଆନନ୍ଦ) — ଜଗତର ଆନନ୍ଦ — The delight of the universe
  • ସଂ. ବି. ( 6 ଷ୍ଠୀ ତତ୍; ଭୁବନ+ଆନନ୍ଦ) — (ବହୁବ୍ରୀହି) ପରମେଶ୍ୱର — God
  • ଦେ. ବି. ପୁଂ — ପୁରୁଷଙ୍କୁ ଦିଆଯିବା ନାମ — A name given to males