ଭୁବି Bhubi

  • ଦେ. (ପଦ୍ଯ) ବି. (ସଂ. ଭୁବି=ପୃଥିବୀରେ) — ପୃଥିବୀ — The world; the earth
  • ଦେ. (ପଦ୍ଯ) ବି. (ସଂ. ଭୁବି=ପୃଥିବୀରେ) — (ଉ— ଦିବିରେ ନାହିଁ ଭୁବିରେ କାନ୍ଦି ଅଛି ନନ୍ଦିନୀ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।)