ଭୁବନେଶ୍ୱର ବଡ଼ ପଣ୍ଡା Bhubaneṡwara baṟḍ̠a paṇḍā

  • ଦେ. ବି. ନାମ — ଜନୈକ ଉତ୍କଳୀୟ ପଣ୍ଡିତ ଓ ସ୍ମୃତିକାର — Name of a learned Paṇḍit and author
  • ଦେ. ବି. ନାମ — [ଦ୍ର— ଏ ଉତ୍କଳୀୟ ବ୍ରାହ୍ମଣ, ତିଗିରିଆ ଗଡ଼ଜାତବାସୀ, ସ୍ମୃତିକାର ଓ ଅଳଙ୍କାର ଶାସ୍ତ୍ରପ୍ରଣେତା। ରାଜାଙ୍କ ବିରାଗ— ଭାଜନ ହୋଇ ରାଜ୍ୟରୁ ବିତାଡ଼ିତ ହୋଇଥିଲେ। ଜଗବନ୍ଧୁ. ପ୍ରାଚୀନ ଉତ୍କଳ।]