ଭୀମ ଧୀବର Bhīmadhībara

  • ଦେ. ବି (ନାମ) — (ଜାତିରେ କେଉଟ) କୌରବ ଓ ପାଣ୍ଡବଙ୍କ ଦ୍ୟୁତକ୍ରୀଡ଼ା ସମ୍ବନ୍ଧରେ "କପଟପାଶା" ନାମକ କମନୀୟ କବିତାର ରଚୟିତା — Name of a very popular Oriya poet, a fisherman by caste