ଭୀମ ଦାସ Bhīma dāsa
- ଦେ. ବି (ନାମ) — ପୁରୀ ଜିଲ୍ଲାର ଗୌଡ଼ୀୟ ବୈଷ୍ଣବ ମତା— ବଲମ୍ବୀ କରଣ କବି — Name of an Oriya poet of Puri of the 17th. century who composed devotional verses
- ଦେ. ବି (ନାମ) — [ଦ୍ର—ତାଙ୍କର ଲେଖା ଭକ୍ତିମାର୍ଗଶ୍ରିତ ହେଲେହେଁ ସେଥିର ଭାଷା ସର୍ବଜନଗ୍ରାହୀ ବା ସରଳ ନୁହେଁ। ସେ ଭକ୍ତିରତ୍ନମାଳା ବା ଭକ୍ତି ରତ୍ନାବଳୀ ଓ ହରିଭକ୍ତି ଚନ୍ଦ୍ରୋଦୟ ନାମକ ଦୁଇ ଖଣ୍ଡି ବୈଷ୍ଣବ ଗ୍ରନ୍ଥ ରଚନା କରିଥିଲେ।]