ଭାସିବା Bhāsibā
- ଦେ. କ୍ରି.—(ସଂ. ଭାସ୍ ଧାତୁ) — ଜଳ ବା ବାୟୁ ଉପରେ ଅବସ୍ଥିତ କରିବା — To float on water or air
- ଦେ. କ୍ରି.—(ସଂ. ଭାସ୍ ଧାତୁ) — ବିପନ୍ନ ହେବା; ସର୍ବସ୍ୱାନ୍ତ ହେବା — To be ruined; to be overwhelmed with calamity
- ଦେ. କ୍ରି.—(ସଂ. ଭାସ୍ ଧାତୁ) — ପ୍ଲାବିତ ହେବା; ଜଳପୂର୍ଣ୍ଣ ହେବା — To be overflooded; to be flooded with water
- ଦେ. କ୍ରି.—(ସଂ. ଭାସ୍ ଧାତୁ) — [ଯଥା—ଏ ଦେଶ ଯାକ ନଈବଢ଼ିରେ ଭାସୁଛି; ତା ଆଖି ଲୁହରେ ଭାସୁଛି।)
- ପ୍ରାଦେ. (ବୌଦ, କଳାହାଣ୍ଡି, ଗଡ଼ଜାତ) କ୍ରି. — ପଙ୍କ ଓ ବାଲି ଆଦିରେ ଗୋଡ଼ ଦବିଯିବା — (foot) To sink in mud-
- ପ୍ରାଦେ. (ବୌଦ, କଳାହାଣ୍ଡି, ଗଡ଼ଜାତ) କ୍ରି. — (ଯଥା—ପଙ୍କରେ ମୋ ଗୋଡ଼ଟା ଭାସିଗଲା।)