ଭାସ୍ Bhās
- ସଂ. ବି. (ଭାସ୍ ଧାତୁ+ଭାବ. କ୍ୱିପ୍; +ଅ;+ଅସ୍;+ଅ +ଆ) — ଆଭା; କାନ୍ତି; ଦୀପ୍ତି — Lustre; splendour
- ସଂ. ବି. (ଭାସ୍ ଧାତୁ+ଭାବ. କ୍ୱିପ୍; +ଅ;+ଅସ୍;+ଅ +ଆ) — ଶୋଭା — Beauty
- ସଂ. ବି. (ଭାସ୍ ଧାତୁ+ଭାବ. କ୍ୱିପ୍; +ଅ;+ଅସ୍;+ଅ +ଆ) — (+କର୍ତ୍ତୃ କ୍ୱିପ୍ ଇତ୍ୟାଦି) ଆଲୋକ — Light
- ସଂ. ବି. (ଭାସ୍ ଧାତୁ+ଭାବ. କ୍ୱିପ୍; +ଅ;+ଅସ୍;+ଅ +ଆ) — କିରଣ — Ray of light