ଭାସୁରତାପାଦନ Bhāsuratāpādana

  • ଦେ. ବି (ଆଧୁନିକ ବୈଜ୍ଞାନିକ ପରିଭାଷା) — କେତେକ ଜଳୀୟ ପଦାର୍ଥ କିଛିକ୍ଷଣ ସ୍ଥିର ହୋଇ ରହିଲେ ପାତ୍ରର ତଳରେ ଖଣ୍ଡ ଖଣ୍ଡ ଚକଚକିଆ ବସ୍ତୁ ବସିଯିବା ଅବସ୍ଥା — Crystallization