ଭାସମାନ Bhāsamāna

  • ସଂ. ବିଣ. (ଭାସ୍ ଧାତୁ+କର୍ତ୍ତୃ. ଶାନଚ୍) — ଦୀପ୍ତିମାନ୍ — dazzling; lustrous
  • ସଂ. ବିଣ. (ଭାସ୍ ଧାତୁ+କର୍ତ୍ତୃ. ଶାନଚ୍) — ଜ୍ୟୋତିଃ ଶୀଳ — Shining; emitting rays of light
  • ସଂ. ବିଣ. (ଭାସ୍ ଧାତୁ+କର୍ତ୍ତୃ. ଶାନଚ୍) — ଜଳରେ ଭାସୁଥିବା — Floating