ଭାସି ଯିବା Bhāsi j̄ibā
- ଦେ. କ୍ରି (ସଂ. ଭାସ୍ ଧାତୁ) — ଜଳ ଉପରେ ଭାସିକରି ଗତି କରିବା — To move by floating on water; to drift
- ଦେ. କ୍ରି (ସଂ. ଭାସ୍ ଧାତୁ) — ଜଳ ପ୍ଳାବିତ ହେବା — To be flooded with water
- ଦେ. କ୍ରି (ସଂ. ଭାସ୍ ଧାତୁ) — ସର୍ବସ୍ୱାନ୍ତ ହେବା — To be ruined; to be a lost man