ଭାଷ୍ୟକର Bhāshyakara

  • ସଂ. ବିଣ. ଓ ବି—(ଭାସ୍ୟ+କୃ. ଧାତୁ=କର୍ତ୍ତୃ. ଅ) — ଟୀକାକାର; ସୂତ୍ର ବିବରଣ ଲେଖକ — Annotator
  • ସଂ. ବିଣ. ଓ ବି—(ଭାସ୍ୟ+କୃ. ଧାତୁ=କର୍ତ୍ତୃ. ଅ) — ପାଣିନି ବ୍ୟାକରଣର ଓ ଦର୍ଶନ ଶାସ୍ତ୍ରର ଟୀକାକାର ପତଞ୍ଜଳି ମୁନି — Sage Patan̄jaḻi