ଭାଟିବା Bhāṭibā

  • ଦେ. କ୍ରି. (ସଂ. ଘଟ୍ଟ ଧାତୁ=ଚାଳନ କରିବା) — (ଜୁଆର) କମିବା — (flowtide) To ebb
  • ଦେ. କ୍ରି. (ସଂ. ଘଟ୍ଟ ଧାତୁ=ଚାଳନ କରିବା) — (ଉ—ଆଜି ପୂର୍ଣ୍ଣିମା। X X X X ବାରଟା ବେଳେ ଜୁଆର ଭାଟିବ। ଠିକ ତେତିକିବେଳେ ପଡ଼ିଛି ଅମୃତ ଯୋଗ—ଫକୀରମୋହନ. ଗଳ୍ପସ୍ୱଳ୍ପ)