ଭାଟିଆରି Bhāṭiāri
- ଦେ. ବି. (ସଂ. ଭର୍ତ୍ତୃହାରିକା) — ଗୀତର ରାଗବିଶେଷ ('ରାଗ' ତଳେ ଟୀକା ଦେଖ) — Name of a tune in song (See notes under Rāga.)
- ଦେ. ବି. (ସଂ. ଭର୍ତ୍ତୃହାରିକା) — [ଦ୍ର—ମହାରାଜ ଭର୍ତ୍ତୃହରି ଏହି ରାଗର ପ୍ରବର୍ତ୍ତକ। ଏହା ଦିବା ପ୍ରଥମ ପ୍ରହରରେ ଗେୟ। ଏହା ସପ୍ତସ୍ୱରବିଶିଷ୍ଟ। ଏଥିରୁ ଦୁଇ ସ୍ୱର କୋମଳ।]