ଭାଟିଆରୀ Bhāṭiārī

  • ଦେ. ବି — ଅନ୍ନବିକ୍ରେତା — Seller of cooked rice
  • ଦେ. ବି — ମଦବିକ୍ରେତା — A vendor of wine
  • ଦେ. ବି — ଯେ ଚାଉଳ ଆଦିକୁ ସିଝାଇ ମଦ ତିଆରି କରେ — A wine distiller