ଭାଟିଆ ବେଣ Bhāṭiā beṇa

  • ଦେ. ବି. (ନାମ) — ଧର୍ମ ସମ୍ପ୍ରଦାୟବିଶେଷ — A religious sect
  • ଦେ. ବି. (ନାମ) — [ଦ୍ର—ବଲ୍ଲଭାଚାର୍ଯ୍ୟ ଏହି ସମ୍ପ୍ରଦାୟର ପ୍ରତିଷ୍ଠାତା। ଧନ ସଞ୍ଚୟ ଏମାନଙ୍କର ମୁଖ୍ୟଉଦ୍ଦେଶ୍ୟ, ମାତ୍ର ଭୋଗବିଳାସ ବାସନା ଆଦୌ ନ ଥାଏ। ମଦନମୋହନ. ତୀର୍ଥ ଦର୍ଶନ।]