ଭାଟିଆ Bhāṭiyā
- ଦେ. ବି — ଗୁଜୁରାଟବାସୀ ବୈଶ୍ୟ ବଣିକ — A Ba̲i̱ṡya merchant of Gujerat
- ଦେ. ବି — କଚ୍ଛ ଓ କାଠିଆବାଡ଼ର ଅଧିବାସୀ ଭାଟିଆମାନଙ୍କ କଥିତ ସିନ୍ଧୁ ଭାଷାର କଚ୍ଛିଭାଖାର ରୂପାନ୍ତରିତ ଉପଭାଖାବିଶେଷ — A sub-dialect of Kachchhi dialect of the Sindhi language spoken by the Bhatias for Cutch and Kathiawar
- ଦେ. ବି — ଭାଟିର ଭାରପ୍ରାପ୍ତ ବ୍ୟକ୍ତି — A person incharge of a kiln or distillery