ଭସ୍ଭସ୍ Bhas-bhas

  • ଦେ. ଅ. (ଧ୍ୱନ୍ୟନୁକରଣ; ତୁଳନାକର ଇଂ. ହିସ୍ସିଙ୍ଗ୍ — hissing)— ବଡ଼ ମୁଣିରୁ ଗୋଟିଏ ସାନ ଛିଦ୍ର ବାଟେ ପବନ ବା ପାଣି ଜୋରରେ ବାହାରିବାର ଶବ୍ଦ; ଫସ୍ଫସ୍ — Hissing sound of water or air escaping from a bag through a small hole