ଭସ୍ମକ Bhasmaka
- ସଂ. ବି (ଭସ୍ମ+କ) — ସୁବର୍ଣ୍ଣ — Gold
- ସଂ. ବି (ଭସ୍ମ+କ) — ରୌପ୍ୟ — Silver
- ସଂ. ବି (ଭସ୍ମ+କ) — କଫର ହ୍ରାସ ଓ ବାୟୁପିତ୍ତର ପ୍ରକୋପ ଜନିତ ରୋଗ ବିଶେଷ — A kind of disease due to loss of phlegm and excess of bile and wind
- ସଂ. ବି (ଭସ୍ମ+କ) — ଭସ୍ମକୀଟ — A kind of worm in the stomach