ଭସ୍କିବା Bhaskibā

  • ପ୍ରାଦେ. (ଗଡ଼ଜାତ) କ୍ରି — କାଦୁଅରେ ଗୋଡ଼ ଦବି ଗଲେ ପାଦର ଚାରି ଧାରରେ (କାଦୁଆ ମାଟି) ଉପରକୁ ଉଠିବା — (mud) To rise up along the edge of the feet when one walks on soft mud