ଭସ୍ତ୍ରକା Bhastrakā

  • ସଂ. ବି. (ଭସ୍ ଧାତୁ+କର୍ତ୍ତୃ. ତ+କ+ଆ). — ଚମ ମୁଣିରେ ପବନ ପୂରାଇ ମୁହଁ ବାଟେ ବାହାର କରିବା ଯନ୍ତ୍ରବିଶେଷ; କମାରର ଭାତୀ ବା ଯନ୍ତା — Blacksmith's bellows
  • ସଂ. ବି. (ଭସ୍ ଧାତୁ+କର୍ତ୍ତୃ. ତ+କ+ଆ). — ଭିସ୍ତି; ପାଣି ଆଦି ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ବୋହିବା ସରୁମୁହାଁ ଚମମୁଣି; ମଶକ — A leathern bag for carrying water