ଭସ୍ମ କରିବା Bhasma karibā
- ଦେ. କ୍ରି — କୌଣସି ପଦାର୍ଥକୁ ପୋଡ଼ି ପାଉଁଶ କରିବା — To reduce a thing to ashes
- ଦେ. କ୍ରି — କୌଣସି ବ୍ଯକ୍ତିର ବା ବସ୍ତୁର ସର୍ବନାଶ ଘଟାଇବା — To cause annihilation or extermination; to ruin
- ଦେ. କ୍ରି — ଖାଦ୍ୟ ଦ୍ରବ୍ୟକୁ ଜୀର୍ଣ୍ଣ କରିବା ବା ପାର୍ କରିବା — To digest a food