ଭଦ୍ର ମୁଖ Bhadramukha
- ସଂ. ବିଣ — ପ୍ରସନ୍ନମୂର୍ତ୍ତି — Of a happy or blissful appearance
- ସଂ. ବି — ଶ୍ରୀରାମଙ୍କର ଜନୈକ ଗୁପ୍ତଚର — Name of a spy of Rāmachandra
- ସଂ. ବି — [ଦ୍ର—ଲଙ୍କାରୁ ଫେରି ଆସିବା ପରେ ରାମଚନ୍ଦ୍ର ଏହାର ମୁଖରୁ ରାଜ୍ୟର ଲୋକେ ଭୁଟ୍ଭାଟ୍ ହେଉଥିବା ସୀତାଙ୍କ ଚରିତ୍ର ଉପରେ ଲଙ୍କାବାସ ଜନିତ କଳଙ୍କାରୋପଣ କଥା ଶୁଣି ଅନ୍ତଃସତ୍ତ୍ୱା ଅବସ୍ଥାରେ ସୀତାଙ୍କୁ ବନକୁ ନିର୍ବାସିତ କରିଥିଲେ ।]
- ସଂ. ବି — (ଉ— ପ୍ରବେଶିଣ ରାଜ୍ୟେଶ୍ୱର ଗୁପତ ଭବନ, ଗୁପ୍ତଚର ଭଦ୍ରମୁଖେ ପୁଚ୍ଛନ୍ତି ପ୍ରଶନ । ନନ୍ଦକିଶୋର. ସୀତାବନବାସ ।)