ଭଦ୍ରକ Bhadraka

  • ସଂ. ବି (ଭଦ୍ର+କ) — ନାଗର ମୁଥା — A kind of grass root
  • ସଂ. ବି (ଭଦ୍ର+କ) — ଦେବଦାରୁ ଗଛ — The cedar tree
  • ସଂ. ବି (ଭଦ୍ର+କ) — 22 ଅକ୍ଷରଯୁକ୍ତ ଚରଣବିଶିଷ୍ଟ ଛନ୍ଦୋ— ବିଶେଷ — 22ଅକ୍ଷରଯୁକ୍ତ ଚରଣବିଶିଷ୍ଟ ଛନ୍ଦୋ— ବିଶେଷ—. Name of a metre containing 22 letters in a foot
  • ସଂ. ବି (ଭଦ୍ର+କ) — ମୁଗ; ଚିନା ଆଦି ଶସ୍ୟ (ହି. ଶ) — Cereals
  • ବିଣ — ମନୋଜ୍ଞ; ସୁନ୍ଦର — Beautiful