ଭଦ୍ର ବ୍ୟବହାର Bhadra byabahāra

  • ସଂ. ବି (ଆଧୁନିକ) — ସଦାଚରଣ — Good conduct
  • ସଂ. ବି (ଆଧୁନିକ) — ଭଦ୍ରଜନୋଚିତ ବ୍ୟବହାର — Gentlemently behaviour
  • ସଂ. ବି (ଆଧୁନିକ) — ଶିଷ୍ଟ ଆଚରଣ — Polite behaviour