ଭଦ୍ର ଜନ Bhadra jana

  • ସଂ. ବି. (କର୍ମଧା; ଆଧୁନିକ) — ସ୍ୱଜନ; ସାଧୁ ବ୍ୟକ୍ତି; ଭଲ ଲୋକ — A good man
  • ସଂ. ବି. (କର୍ମଧା; ଆଧୁନିକ) — ଉଚ୍ଚ କୁଳୋଦ୍ଭବ ବ୍ୟକ୍ତି — Born of a respectable or genteel family; gentleman