ଭଦ୍ର ଘଟ Bhadra ghaṭa

  • ସଂ. ବି. (ପ୍ରାଚୀନ ଶିଳ୍ପ) — ଗୋଟିଏ କୁମ୍ଭ, ଯହିଁର ମୁହଁର ଦୁଇ ପାଖରୁ ଫୁଲମାଳା ବାହାରି ଓହୋଳି ପଡ଼ିଥିବାର ଚିତ୍ର ହୋଇଥାଏ — (ancient sculpture) A pitcher from both sides of the mouth of which wreaths of flowers are shown to be flowing out
  • ସଂ. ବି. (ପ୍ରାଚୀନ ଶିଳ୍ପ) — [ଦ୍ର—ଉତ୍କଳର ପ୍ରାଚୀନ ମନ୍ଦିର ଆଦିରେ ବିଶେଷତଃ ଭୁବନେଶ୍ୱରର ବୋଇତାଳ, ପରଶୁରାମେଶ୍ୱର ଆଦି ଖ୍ରୀ; 6 ଷ୍ଠ ଓ 7 ମ ଶତାଦ୍ଦୀରେ ନିର୍ମିତ ମନ୍ଦିର ମାନଙ୍କରେ ଭଦ୍ରଘଟର ରୂପ ଖୋଦିତ ହୋଇଅଛି । ଏହା ବୌଦ୍ଧ ଶିଳ୍ପ ଅନୁସାରେ ବୁଦ୍ଧଦେବଙ୍କ ଜନ୍ମସୂଚକ ।] — [ଦ୍ର—ଉତ୍କଳର ପ୍ରାଚୀନ ମନ୍ଦିର ଆଦିରେ ବିଶେଷତଃ ଭୁବନେଶ୍ୱରର ବୋଇତାଳ, ପରଶୁରାମେଶ୍ୱର ଆଦି ଖ୍ରୀ;6ଷ୍ଠ ଓ7ମ ଶତାଦ୍ଦୀରେ ନିର୍ମିତ ମନ୍ଦିର ମାନଙ୍କରେ ଭଦ୍ରଘଟର ରୂପ ଖୋଦିତ ହୋଇଅଛି ଏହା ବୌଦ୍ଧ ଶିଳ୍ପ ଅନୁସାରେ ବୁଦ୍ଧଦେବଙ୍କ ଜନ୍ମସୂଚକ ]