ଭଦ୍ର ମୁଞ୍ଜ Bhadramun̄ja

  • ସଂ. ବି — ଶର ବା ଆଖୁପରି ଏକ ପ୍ରକାର ତୃଣ — A kind Saccharam Munja
  • ସଂ. ବି — [ଦ୍ର—ଏହାର ଗଛ ଆଖୁପରି ଡେଙ୍ଗା, କିନ୍ତୁ ପତ୍ର ସରୁଆ, ଏହା ମଧୁର କଷାୟରସ, ଶୀତବୀର୍ଯ୍ୟ; ଏହା ଦାହ, ତୃଷ୍ଣା, ବିସର୍ପ, ଆମ, ମୂତ୍ରକୃଚ୍ଛ୍ର, ନେତ୍ରରୋଗ ଓ ତ୍ରିଦୋଷ— ନାଶକ ଓ ଶୁକ୍ରବର୍ଦ୍ଧକ; ଏହାଦ୍ୱାରା ମେଖଳା ପ୍ରସ୍ତୁତ ହୁଏ—ଦ୍ରବ୍ୟଗୁଣ ।]