ଭଞ୍ଜିବା Bhan̄jibā

  • ଦେ. କ୍ରି (ସଂ. ଭଞ୍ଜ୍ ଧାତୁ) — ଭାଙ୍ଗିବା — To break
  • ଦେ. କ୍ରି (ସଂ. ଭଞ୍ଜ୍ ଧାତୁ) — (ଉ—ଭଞ୍ଜ ଭଞ୍ଜବୀରବର ସନ୍ତାପ ଏବେ। ଭଞ୍ଜ. ପ୍ରେମସୁଧାନିଧି 1 । 4 ।) — (ଉ—ଭଞ୍ଜ ଭଞ୍ଜବୀରବର ସନ୍ତାପ ଏବେ ଭଞ୍ଜ. ପ୍ରେମସୁଧାନିଧି14)