ଭଞ୍ଜକବି Bhan̄ja kabi
- ଦେ. ବି — (ଘୁମୁସର ରାଜବଂଶରେ ଜନ୍ମିଥିବାରୁ) ଉପେନ୍ଦ୍ରଭଞ୍ଜ — Upendrabhan̄ja, (See) the renowned classical poet of Orissa (of Ghumsur in the district of Ganjam.)
- ଦେ. ବି — [ଭାଗ୍ୟବାନ୍ ବେନି ବାଣୀଙ୍କ କୁମର, କବି ବଳଦେବ ଭଞ୍ଜ ବୀରବର। ରାଧାନାଥ. ଚିଲିକା।]