ଭଞ୍ଜେଇବା Bhan̄jeibā

  • ଦେ. କ୍ରି (ସଂ. ଭଞ୍ଜ୍ ଧାତୁର ଣିଜନ୍ତ) — ଭଙ୍ଗାଇବା — To cause to break
  • ଦେ. କ୍ରି (ସଂ. ଭଞ୍ଜ୍ ଧାତୁର ଣିଜନ୍ତ) — ଉ—ହେବେ ସେ ଲଜ୍ଜିତ ଜିତ ଈଷତରେ ହଂସ ଗରବ ଭଞ୍ଜାଇବି। ଭଞ୍ଜ. ପ୍ରେମସୁଧାନିଧି 3 । 11 ।) — ଉ—ହେବେ ସେ ଲଜ୍ଜିତ ଜିତ ଈଷତରେ ହଂସ ଗରବ ଭଞ୍ଜାଇବି ଭଞ୍ଜ. ପ୍ରେମସୁଧାନିଧି311)